TOP HEADLINES 9AM
+ ରାଜ୍ୟରେ ୭ ହଜାର ଟପିଲା କୋଭିଡ୍ ମୃତ୍ୟୁସଂଖ୍ୟା
+ ଅଲିମ୍ପିକ୍ସ ପରେ ପାରା ଅଲିମ୍ପିଆନସ୍ସଙ୍କୁ ଉତ୍ସାହିତ କରିବେ ପ୍ରଧାନମନ୍ତ୍ରୀ
+ ଭାରତୀୟ ପୁରୁଷ ଓ ମହିଳା ହକି ଟିମକୁ ଓଡ଼ିଶାରେ ଦିଆଯିବ ସମ୍ବର୍ଦ୍ଧନା
+ ଅସମ୍ଭାଳ ଆଫଗାନିସ୍ତାନକୁ ନେଇ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ
+ ଅଗଷ୍ଟ ୧୯ରୁ ୨୨ ଯାଏ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଶା ଗସ୍ତ
+ କରୋନା ଆଣ୍ଟିଜେନ ଟେଷ୍ଟିଂ କିଟ ରପ୍ତାନୀ ଉପରେ ପ୍ରତିବନ୍ଧକ
#ArgusNews #Odisha #Headline