Headlines 1pm ||
- ଜଷ୍ଟିସ୍ ଏନ୍.ଭି ରମନା ହେବେ ଦେଶର ପରବର୍ତ୍ତୀ ସିଜେଆଇ...
- ବିଜେପିର ପ୍ରତିଷ୍ଠା ଦିବସରେ ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ...
- ଭୁବନେଶ୍ବରର ସିଲିକନ୍ଶିକ୍ଷାନୁଷ୍ଠାନକୁ ସିଲ୍କଲା BMC...
- କରୋନା ସଂକ୍ରମଣ ପାଇଁ କଟକଣା କଡ଼ା କଲା ପୁରୀ ପ୍ରଶାସନ...
- ରାଜ୍ୟରେ ଡରାଉଛି କୋରୋନା ସ୍ଥିତି...
- ଦିଲ୍ଲୀରେ ଆଜିଠୁ ଏପ୍ରିଲ ୩୦ ଯାଏ ଲାଗୁ ହେବ ରାତ୍ରୀକାଳୀନ କର୍ଫ୍ୟୁ...
- ନବରଙ୍ଗପୁରରେ ଅଭିନବ ଉପାୟରେ ଗଞ୍ଜେଇ କାରବାର...
- ବିଧାନସଭା ନିର୍ବାଚନକୁ ନେଇ ସରଗରମ 5 ରାଜ୍ୟ...
#ArgusNews #Odisha #UpdateNews #ArgusUpdateNews #Headlines