5ଲକ୍ଷ ପରେ ଚାକିରି ଥୋପ... ସରୋଜଙ୍କ ଭଉଣୀ ଆଣିଲେ ସାଂଘାତିକ ଅଭିଯୋଗ... କହିଲେ ଦୋଷ ମୁଣ୍ଡାଇବାକୁ ଭାଇକୁ କରାଯାଉଛି ବାଧ୍ୟ....ମୋ ଭାଇ ନିର୍ଦ୍ଦୋଷ....
ଅଭିଯୁକ୍ତ ସରୋଜ ସେଠୀ ଦେଖାଇଲା ଡେମା....ପୋଖରୀ କୂଳରେ ଟିକନିଖ ପ୍ରଶ୍ନ ପଚାରିଲେ ଏସଆଇଟି ମୁଖ୍ୟ .... ବୋଥ୍ରା କହିଲେ ପରୀର କୌଣସି ହାଡ ନିଖୋଜ ନାହିଁ, ଗାମୁଛା ଦେବ ବଡ ପ୍ରମାଣ....
ହାଇକୋର୍ଟରେ ପରୀ ହତ୍ୟାକାଣ୍ଡ ମାମଲା.... ଚାର୍ଜସିଟ ଫାଇଲ କରିବାକୁ SITକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ.... ଜାନୁଆରୀ 12ରେ ହେବ ପରବର୍ତ୍ତୀ ଶୁଣାଣି....ସେପଟେ ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ଆଇନଜୀବୀ, କହିଲେ କୋର୍ଟରେ ପ୍ରମାଣ କରିବା କଷ୍ଟକର...