|| Headlines 9am ||
+ ପଞ୍ଚଭୂତରେ ଲୀନ ହେଲା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀର…
+ ରାଜ୍ୟରୁ ପୁଣି ୧୦ ହଜାର ୩୧ ନୂଆ ପଜିଟିଭ୍…
+ ଟିକା ପାଇଁ ଭିଡ କମାଇବାକୁ ନୂଆ ପ୍ଲାନ...
+ ହିମନ୍ତ ବିଶ୍ବଶର୍ମା ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ…
+ ଆଜି ବି ରାଜ୍ୟର ଅନେକ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା…
#ArgusNews #Odisha #Headlines