ଦିନକ ପରେ ଲକଡାଉନ୍...ବଜାରରେ ଜମୁଛି ଗହଳି...
ମହାମାରୀରେ ଲୋକଙ୍କୁ ମଦ ଚିନ୍ତା...ଲକଡାଉନରେ ବନ୍ଦ ରହିବ ମଦ ଦୋକାନ...
ରାଜ୍ୟରେ କରୋନା କାୟା... ଆଜି 8914 ସଂକ୍ରମିତ ଚିହ୍ନଟ... ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 1258 ପଜିଟିଭ୍...
ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଁ ପ୍ରକ୍ରିୟା ଆରମ୍ଭ... ସବୁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ପିଲାଙ୍କ ବିବରଣୀ ମାଗିଲେ DEO...
#ArgusNews #Odisha #Headlines #Odisha_News