|| HEADLINES 7 AM ||
- ସମ୍ବଲପୁର ୟୁନିଭର୍ସିଟିର କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଘଟଣା…
- ମେ ପ୍ରଥମରୁ ଓଡ଼ିଶାରେ ପିକରେ ରହିବ କୋରୋନା...
- ସବୁବେଳେ ପିନ୍ଧନ୍ତୁ ମାସ୍କ...ଦେଶର 3 ପ୍ରମୁଖ ଡାକ୍ତରଙ୍କ ପରାମର୍ଶ...
- ପାୱାରଫୁଲ IAS ବାବୁ, ବାବୁଆଣୀଙ୍କ ଗୁଣ୍ଡାଗିରି...
- ସନ୍ତୋଷଙ୍କ ସୁରକ୍ଷାରେ ବିଜେଡି...
- ରାଜଧାନୀରେ ପୁଣି ଠକେଇ...କମାଣ୍ଡୋ ପରିଚୟ ଦେଇ ଲଗାଉଥିଲ ଚୂନ....
#ArgusNews #Odisha #Headlines