କଟକରେ ଦିନ 2 ପରେ ଦୋକାନ ବନ୍ଦ.... ସଂକ୍ରମଣ କାରଣରୁ ସିଏମସି ପକ୍ଷରୁ ନିଷ୍ପତ୍ତି....
କାଲିଠୁ ନନ୍ଦନକାନନ ବନ୍ଦ.... କରୋନା ସଂକ୍ରମଣ ବଢୁଥିବାରୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି...
କୋଭିଡ ମୁକାବିଲା ନେଇ ମୋଦଙ୍କ ମନ୍ତ୍ରୀ ପରିଷଦ ବୈଠକ....
ରାଜ୍ୟରେ ସଂକ୍ରମଣର ସାଙ୍ଘାତିକ ଚିତ୍ର… 24 ଘଣ୍ଟାରେ 8681 ସଂକ୍ରମିତ ଚିହ୍ନଟ...
କୋଭିଡ ସେଣ୍ଟରରେ ଅବ୍ୟବସ୍ଥା ଅଭିଯୋଗ... ଠିକ ସମୟରେ ରୋଗୀଙ୍କୁ ମିଳୁନି ଖାଦ୍ୟ, ପିଇବାକୁ ଦିଆଯାଉନି ପାଣି...
କୋଭିଡ଼ ନିୟମ ଉଲ୍ଲଘଂନ ଅଭିଯୋଗ... ଭୁବନେଶ୍ୱର ଆଇଡ଼ି ମାର୍କେଟକୁ ସିଲ କଲା ବିଏମସି...
ମହାମାରୀ ବେଳେ ମହାନତା....ଅଟୋରେ ଆମ୍ବୁଲାନ୍ସ ସେବା ଯୋଗାଉଛନ୍ତି ଭୋପାଳର ଜାଭେଦ ଖାନ....
#ArgusNews #Odisha #Headlines 3PM