ରାଜ୍ୟରେ ଲକଡାଉନ୍ରିଟର୍ଣ୍ଣସ... ସାରା ରାଜ୍ୟରେ 14 ଦିନିଆ ତାଲାବନ୍ଦ...
ଲକଡାଉନ ବେଳେ ବଜାର,ହାଟ ଓ ବସ୍ ଚଳାଚଳ ବନ୍ଦ... ହଲ୍, ମଲ୍, ଜିମ୍ଓ ବାର ଉପରେ କଟକଣା...
ଡାକ୍ତରୀ ଛାତ୍ରଙ୍କୁ କୋଭିଡ୍ ଦାୟିତ୍ୱ…ଦେଶର ମାନବ ସମ୍ବଳ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା…
ନନ୍ଦିଗ୍ରାମରେ ମମତାଙ୍କୁ ମାତ୍...ବେଙ୍ଗଲ ମୁଖ୍ୟମନ୍ତ୍ରୀଙ୍କୁ ହରାଇଲେ ବିଜେପିର ଶୁଭେନ୍ଦୁ ଅଧିକାରୀ...
ନିର୍ଦ୍ଦେଶର ଉଡାଇଲେ ଧଜିଆ...ଟ୍ରେଣ୍ଡରେ ଆଗୁଆ ପରେ ବେଙ୍ଗଲରେ ଟିଏମସି କର୍ମୀଙ୍କ ଶୋଭାଯାତ୍ରା...
ପୁଣି ସତ ମୃତ୍ୟୁ ମିଛ ରପୋର୍ଟ...ନୂଆପଡା ପରେ ସମ୍ବଲପୁରରୁ ସାଂଘାତିକ ଅଭିଯୋଗ...
10ରୁ 8 ହଜାରକୁ ଖସିଲା କରୋନା ମିଟର...24 ଘଣ୍ଟାରେ 8 ହଜାର 15 ନୂଆ ପଜିଟିଭ...
ନିୟମ କାହିଁକି ମାନୁନ କହିବାରୁ, ରାଗିଗଲେ ଲୋକେ...
କମ୍ପାନୀ ମୋହରେ ପ୍ରଶାସନର ଜୁଲମ୍...ପୋଲିସ ଲଗାଇ ଗ୍ରାମବାସୀଙ୍କୁ ଲାଠିମାଡ଼...
ନ୍ୟାୟ ନମିଳିବାରୁ ଜୀବନ ହାରିଲେ ମହିଳା...ବାରମ୍ବାର ଗୁହାରି ପରେ ବି ଶୁଣିଲେନି କେହି...
#ArgusNews #Odisha #Headlines 7PM