#କଂଗ୍ରେସ_ଓ_ବିଜେଡି_ମିଳିତ_ଭାବରେ_ବିଧାନସଭାକୁ_ବନ୍ଦ_କରିଦେଲେ
4ମାସ ବିତିଗଲାଣି ପରୀକୁ ନ୍ୟାୟ ଦେବାରେ ଅସମର୍ଥ ସରକାର । କଂଗ୍ରେସ ଓ ବିଜେଡି ମିଳିତ ଭାବରେ ବିଧାନସଭାକୁ ବନ୍ଦ କରିଦେଲେ । ପରୀକୁ ନ୍ୟାୟ ଦେବା ପାଇଁ ମନ୍ତ୍ରୀ ଅରୁଣ ସାହୁ ଇସ୍ତଫା ଦିଅନ୍ତୁ । ଓ ଘଟଣାର ସିବିଆଇ ତଦନ୍ତ କରାଯାଉ......
#ArgusNews #Odisha #Bhubaneswar #JusticeForParee
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
https://argusnews.in/app