|| HEADLINES 10 AM ||
- ରାଜ୍ୟରେ ଆଜି 6215 ପଜିଟିଭ ଚିହ୍ନଟ...
- ମୁମ୍ବାଇ କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ…
- କରୋନା ସ୍ଥିତିକୁ ନେଇ ଆଜି ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ...
- କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମନ୍ଦ୍ର ପ୍ରଧାନ...
- କୋଭିଡ କଟକଣା ନେଇ ମୁଖ୍ୟ ଶାସନ ସଚିବଙ୍କ ବଡ ଘୋଷଣା..
- ଅନୁଗୁଳରେ କୋଭିଡ଼ କଟକଣା କଡ଼ାକଡ଼ କଲା ଜିଲ୍ଲା ପ୍ରଶାସନ...
- ବ୍ରହ୍ମପୁରରେ ପୁଣି ଫେରିଲା ବାଉଁଶ ବ୍ୟାରିକେଡ...
- ମାକ୍ସ ଚେକିଂ ବେଳେ ଚୋରା ବାଇକ ଜବତ...
- ଭଦ୍ରକ ବାସୁଦେବପୁର ମିଲଘେରି ଗାଁରେ ଚଢ଼ଉ...
#ArgusNews #Odisha #Headlines