Headlines 2pm ||
- 1999 ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ଘଟଣା...
- ମୁଖ୍ୟ ଦୋଷୀ ବିବନ ଗିରଫ ପରେ ପୀଡିତାଙ୍କ ପ୍ରତିକ୍ରିୟା...
- ପରୀ ହତ୍ୟା ମାମଲାରେ ହେବ କି ସିବିଆଇର ଏଣ୍ଟ୍ରି?...
- ପୁଡୁଚେରୀରେ ଭାଙ୍ଗିଲା ସରକାର...
- ଆସାମ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...
- ଆଜି ଆଗତ ହେବ 2021-22 ଆର୍ଥିକ ବର୍ଷର ରାଜ୍ୟ ବଜେଟ...
- ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣିବାର ଦାବି...
- ନୂଆ ଷ୍ଟ୍ରେନ ବଢାଇଲାଣି ଚିନ୍ତା...
#ArgusNews #Odisha #ArgusUpdateNews #UpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍