()ଆଜି ରାତି 10ରୁ ସୋମବାର ସକାଳ 5 ଯାଏଁ କଟକଣା...ଘରୁ ବାହାରିବା ମନା...
ରାଜ୍ୟରେ କୋରୋନା ବିଭୀଷିକା...ଆଜି ବି 6 ହଜାର ଉପରେ ସଂକ୍ରମଣ...
ରାଜ୍ୟ ଓ ଦେଶ ବାହାରକୁ ଭାଲୁ ସ୍ମଗଲିଂ...
ରାଜଧାନୀରୁ ସାପ ବିଷ ଧରିବା ଘଟଣା... ଲିଙ୍କ ଖୋଜିବ କ୍ରାଇମବ୍ରାଞ୍ଚ...
ସକାଳୁ ଚାହିଁ ରହିଛି ଆଖି...ସୂର୍ଯ୍ୟ ଯାଇ ମୁଣ୍ଡ ଉପରେ ପହଞ୍ଚିବାବେଳ ଯାଏଁ ମିଳୁନି କାମ
ନାଇଟ କର୍ଫ୍ୟୁରେ ଚୋରା ବନ୍ଧୁକ କାରବାର...ରାଜଧାନୀରେ ଡିଲବେଳେ ମାଡ଼ି ବସିଲା କ୍ୱାର୍ଟ...
ରାଜ୍ୟରେ ଝଡବର୍ଷା ଓ ବଜ୍ରାପାତ ସମ୍ଭାବନା... 8 ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ୱାର୍ଣ୍ଣିଂ...
#ArgusNews #Odisha #Headlines 6 PM