ମନ କି ବାତରେ ଦେଶବାସୀଙ୍କୁ ଭ୍ୟାକ୍ସିନ ନେବାକୁ ଅପିଲ୍ କଲେ ପ୍ରଧାନମନ୍ତ୍ରୀ...
କୋଭିଡ ନିୟମର ଧଜିଆ ଉଡ଼ାଇ ବିବାଦରେ ସ୍ନେହାଙ୍ଗିନି ଛୁରିଆ
ରାଜ୍ୟରେ 7ହଜାର ମୁହାଁ ସଂକ୍ରମଣ.... 24 ଘଣ୍ଟାରେ 6 ହଜାର 116 ନୂଆ ପଜିଟିଭ...
ଦିଲ୍ଲୀରେ ବଢିଲା ଲକଡାଉନ ଅବଧି...ମେ 3 ଯାଏ ଜାରି ହେଲା କଟକଣା...
କରୋନା କାଳର କରୁଣ ଦୃଶ୍ୟ...ଡଷ୍ଟବିନରୁ ଖାଇବା ସାଉଁଟିଛନ୍ତି ଅସହାୟ ବ୍ୟକ୍ତି...
କରୋନା ଦୁନିଆରେ ମରିଯାଇଛି ମାନବିକତା...ଭୟ ଆଗରେ ବଞ୍ଚିଥାଇ ବି ଶବ ପାଲଟୁଛି ମଣିଷ...
ରକ୍ତଦାନ କରି ବିଜେଡି ବିଧାୟକଙ୍କ କୋପର ଶିକାର ହେଲେ କର୍ମୀ ...
ସୂର୍ଯ୍ୟଙ୍କ ମୁହଁରେ ଚନ୍ଦ୍ରଙ୍କ କଥା.....ପାୱାରଫୁଲ ମିନିଷ୍ଟର ଅରୁଣ ସାହୁଙ୍କ ଟ୍ବିଟକୁ ନେଇ ଜୋର ଧରିଲା ଚର୍ଚ୍ଚା....
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ରର ଅନୁରୋଧ ରଖିଲେ କେନ୍ଦ୍ର କୋଇଲା ଓ ଖଣିମନ୍ତ୍ରୀ...
ତତଲା କଡେଇରେ ଭାଜି ହେଉଛି ଓଡ଼ିଶା... 3ଜିଲ୍ଲାକୁ ହିଟ ୱେଭ ସତର୍କତା...
#ArgusNews #Odisha #Headlines 7PM