Headlines 9am ||
- ରାଜ୍ୟରେ ଆଜି 6164 କରୋନା ସଂକ୍ରମିତ ଚିହ୍ନଟ...
- ମହାରାଷ୍ଟ୍ରରେ କଡ଼ା ହେଲା କୋରୋନା କଟକଣା...
- କୋରାପୁଟରେ ବିବାହ ଓ ଅନ୍ତିମ ସଂସ୍କାର ପାଇଁ ନିର୍ଦ୍ଦେଶ ନାମା ଜାରିକଲା ଜିଲ୍ଲା ପ୍ରଶାସନ...
- କୋଭିଡ଼ର ନିୟୋଜିତ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ...
- ରାଉରକେଲାରେ ଅଭାବନୀୟ ଘଟଣା...
- ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ...
- ଅନୁଗୋଳ ଜିଲ୍ଲା ସମଲ ଥାନା ଅଞ୍ଚଳରେ ପୋଲିସର ଚଢ଼ାଉ...
- ସମ୍ବଲପୁର ୟୁନିଭର୍ସିଟିର କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମାହୂତି ଘଟଣା…
#ArgusNews #Odisha #UpdateNews #ArgusUpdateNews #Headlines