Fri, Feb 19 | 9:09 a.m.
କୋଟିଆ ଉପରେ ଆନ୍ଧ୍ରର ମାଲିକଗିର
କୋଟିଆ ଆନ୍ଧ୍ରର ଥିଲା ଅଛି ଓ ରହିବ କହି ସୁପ୍ରିମକୋର୍ଟରେ ଜବାବ ଦାଖଲ କରିବା ପରେ ଏହି ପ୍ରସଙ୍ଗ ଅଧିକ ବିବାଦୀୟ ହୋଇଛି । ଖାଲି ଏତିକି ନୁହେଁ ବିବାଦୀୟ ଅଞ୍ଚଳରେ ପୂର୍ବରୁ ନିର୍ବାଚନ ହେଉଥିଲା ଓ ଏବେ କରାଯାଉଛି କହି ଆନ୍ଧ୍ର ନିଜର ଦାଦାଗିରି ଦେଖାଇଥିବା ବେଳେ ଏପଟେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ତୁମ୍ବିତୋଫାନ କରିଛନ୍ତ