Headlines 7pm ||
- ପ୍ରଫୁଲ୍ଲ ବିଶ୍ବାଳଙ୍କ ମୃତ୍ୟୁକୁ ନେଇ କଂଗ୍ରେସର ବିସ୍ଫୋରକ ବୟାନ....
- ଶ୍ରୀମନ୍ଦିର ପାଇଁ ପ୍ରସ୍ତାବିତ ଐତିହ୍ୟ ବାଇ-ଲ ପ୍ରତ୍ୟାହୃତ...
- ରାଜ୍ୟସଭାରେ ଅଭିଭାଷଣ ବେଳେ ବର୍ଷିଲେ ପ୍ରଧାନମନ୍ତ୍ରୀ...
- ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ସୂଚୀ...
- ଓଡ଼ିଶା ହାତରୁ ଖସିଗଲା କି ମହାନଦୀ....
- ଝରାଫୁଲ ମୃତ୍ୟୁ ରହସ୍ୟରୁ ହଟୁନି ପର୍ଦ୍ଦା...
- ପିପିଲି ପାଇଁ ପ୍ରସ୍ତୁତ ରାଜନୈତିକ ମୈଦାନ...
- ନିର୍ବାଚନ ପାଇଁ କୋଟିଆରେ ଆନ୍ଧ୍ରର ସରକାରୀ ଅଧିକାରୀ...
- ନବରଙ୍ଗପୁରରେ ସରକାରୀ ଖର୍ଚ୍ଚରେ ଦଳୀୟ କାର୍ଯ୍ୟକ୍ରମ....
- ଉତ୍ତରାଖଣ୍ଡରେ ଜଳପ୍ରଳୟର ବିକଟାଳ ରୂପ....
#ArgusNews #UpdateNews #Odisha #ArgusUpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍