Headlines 4pm ||
- ରାଜ୍ୟରେ ଧାନ କିଣାରେ ଅବ୍ୟବସ୍ଥା ନେଇ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କୁ ଭେଟିଲେ ଓଡିଶାର ବିଜେପି ସାଂସଦ...
- ପୁଣି ଜଳିଲା ଜଙ୍ଗଲ.....
- କଟକ ଏସସିବିରେ ଫ୍ୟାନ ପଡି ରୋଗୀ ମୃତ୍ୟୁ ଘଟଣା...
- ପୁରୀ ମିଶ୍ର ସାହିରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ...
- କଟକରେ ପୁଣି ମାତିଲେ ବ୍ରାଉନସୁଗର ମାଫିଆ....
- ଫାଣ୍ଡି ପରିସରରେ ଜବତ ଗାଡିରୁ କଙ୍କାଳ ମିଳିବା ପରେ ବଢୁଛି ସସପେନ୍ସ....
- ବହୁଚର୍ଚ୍ଚିତ ମାସ୍କ ଓ ପିପିଇ କିଟ୍ କିଣା ଦୁର୍ନୀତି ମାମଲା...
- ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ସୁରକ୍ଷା ଯାଂଚ କରୁଛି ଏନଏସଜି…
- ବନ୍ଧା ହେଲେ ରସିକିଆ ପୋଲିସ ବାବୁ....
- ଆଜି ବି ସମାନ ସ୍ଥିତି....
#ArgusNews #UpdateNews #Odisha #ArgusUpdateNews #Headlines