Headlines 9am ||
- ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ...
- ଭୁବନେଶ୍ୱରରେ ମୁଣ୍ଡବୀହିନ ମହିଳାଙ୍କ ମୃତଦେହ ଉଦ୍ଧାର ଘଟଣା...
- ମୟୂରଭଞ୍ଜ କାଳିଆଷୋଳରେ ମର୍ମନ୍ତୁଦ ଦୁର୍ଘଟଣା...
- ସୁପ୍ରିମକୋର୍ଟ ଗଲା କୋଟିଆ ପ୍ରସଙ୍ଗ....
- ଅରୁଣଙ୍କ ପାଇଁ ଗପ କହିଲେ କି ଅରୁଣ ? ପ୍ରତ୍ୟୁଷ ଦିବାକରଙ୍କ ରାସ୍ତାରେ ବୋଥ୍ରା...
- ମାହାଙ୍ଗାରେ କିଏ ରଚୁଛି ମୃତ୍ୟୁର ମାୟାଜାଲ? ପ୍ରଫୁଲଙ୍କୁ ନେଇ ଦିନରେ ଡିବିରି ଦେଖାଉଛି କି ପୋଲିସ?...
- ଏଣିକି ସବୁଦିନ ହେବ ଜଗା ଦର୍ଶନ...
#ArgusNews #UpdateNews #Odisha #ArgusUpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍