Thu, Apr 08 | 7:34 p.m.
ଗରିବ ଲୋକଙ୍କ ଲାଗି ସରକାର ଅନେକ ଯୋଜନା କରୁଥିବା ନେଇ ଡିଣ୍ଡିମ ପିଟୁଥିବାବେଳେ ଏହି ଯୋଜନାରୁ ସେମାନେ କେତେ ଉପକୃତ ହେଉଛନ୍ତି ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ବୈଶିଙ୍ଗା ପଞ୍ଚାୟତର କେନ୍ଦୁଆ ଗ୍ରାମକୁ ଦେଖି ସ୍ପଷ୍ଟ ବାରି ହୋଇପଡୁଛି । ମୁଣ୍ଡ ଗୁଂଜିବାକୁ ପକ୍କା ଘରଟିଏ ନଥିବାରୁ ଦୀର୍ଘ ତିନି ପୁରୁଷ ହେବ ପଲିଥିନ୍ ତଳେ ବିତୁଛି ଏମାନଙ୍କ ଜୀବନ....
#ArgusNews #Odisha