ଫେବୃୟାରୀ ୨୮ରେ ମହାକାଶକୁ ପଠାଯିବ ସତୀଶ ଧାଓ୍ବନ ସାଟେଲାଇଟ.
Mon, Feb 15 | 4:03 p.m.
ଫେବୃୟାରୀ ୨୮ରେ ମହାକାଶକୁ ପଠାଯିବ ସତୀଶ ଧାଓ୍ବନ ସାଟେଲାଇଟ
ଫେବୃୟାରୀ ୨୮ରେ ଶ୍ରୀହରିକୋଟାର ମହାକାଶ କେନ୍ଦ୍ରରୁ ସତୀଶ ଧାଓ୍ବନ ସାଟେଲାଇଟ ମହାକାଶକୁ ପ୍ରେରଣ କରାଯିବ। ପିଏସ.ଏଲ.ଭି-ସି-୫୧ ରକେଟ ଦ୍ୱାରା ମହାକାଶକୁ ପଠାଯାଉଥିବା ଏହି ନିଆରା ଉପଗ୍ରହରେ ଶ୍ରୀମଦ ଭଗବଦ ଗୀତା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋ ଏବଂ ୨୫ ହଜାର ଲୋକଙ୍କ ନା