Headlines 11AM
- ବିଏମସିର ହଷ୍ଟେଲ ଛାଡିବା ନୋଟିସକୁ ନେଇ ବଢୁଛି ଅସନ୍ତୋଷ.....
- ମାଲକାନଗିରିରେ ଦୁଷ୍କର୍ମ ପୀଡିତା ଆତ୍ମହତ୍ୟା ମାମଲାରେ ନୂଆ ଟ୍ୱିଷ୍ଟ.....
- ବଢୁଛି ଗ୍ରାଫ୍, ବଢୁଛି ଭୟ.... ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ…
- ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଛାତ୍ରଙ୍କୁ ଜଙ୍ଗଲରେ ମାଡ଼ ମରାଯିବା ଘଟଣା...
- ସମ୍ବଲପୁର ସହରରୁ ଧଳା ଜହର ଜବତ...
- ସୃଷ୍ଟି ହେବ ଇତିହାସ..... ଓଡ଼ିଶା ଇତିହାସର ହିନ୍ଦୀ ଅନୁବାଦ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ...
- ଆଗାମୀ ୪ ଦିନ କାଳବୈଶାଖୀ ବର୍ଷା... ବିଭିନ୍ନ ସ୍ଥାନରେ ଖସିଲା ପାରଦ...
- ଆଜିଠୁ ଆଇପିଏଲ ମହାସମର...ଚେନ୍ନ୍ଇରେ ହେବ ଉଦଘାଟନୀ ମ୍ୟାଚ...
#ArgusNews #Headlines