ମହାମାରୀକୁ ରୋକିବ ମାସ୍କ..... ୧୪ ଦିନିଆ ମାସ୍କ ଅଭିଯାନ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ....
ଆସିଲା କମିସନରେଟ ପୋଲିସର କଟକଣା... ଟ୍ୱିନସିଟିରେ ବନ୍ଦ ହେଲା ପ୍ରସେସନ...
ଘୁଞ୍ଚିବନି ଦଶମ ଓ ଦ୍ୱାଦଶ ପରୀକ୍ଷା.... ପୂର୍ବ ନିର୍ଦ୍ଧାରିତ ସୂଚୀରେ ହେବ ଅନୁଷ୍ଠିତ...
ଆନ୍ଦୋଳନ ଆଗରେ ନଇଁଲେ ମନ୍ତ୍ରୀ..... ବନ୍ଦ ହେବନି ବାଣୀବିହାର ହଷ୍ଟେଲ....
ବଢୁଛି ରେଲୱେ ଷ୍ଟେସନରେ ପଜିଟିଭଙ୍କ ସଂଖ୍ୟା....
ଓଡିଶାରେ ତିଆରି ହେଉଛି ଦେଶୀ ବନ୍ଧୁକ.... ବ୍ରାଉନସୁଗାର ଓ ରବରୀ ଭଳି କ୍ରାଇମ୍....
ବିନା ଭକ୍ତରେ ହେବ ରୁକୁଣା ରଥଯାତ୍ରା....ବିଏମସିର ବ୍ଲୁପ୍ରିଣ୍ଟକୁ ସରକାରଙ୍କ ଗ୍ରୀନ ସିଗନାଲ...
ତାତିରୁ ଆଶ୍ୱସ୍ତି ଆଣୁଛି କାଳବୈଶାଖି.....
#ArgusNews #Odisha #Headline 6PM