Headlines 1pm ||
- ରାଜ୍ୟରେ ପୁଣି 200 ଡେଇଁଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା.....
- ଜାହାଜରେ କୋରୋନା ସଂକ୍ରମଣ....
- ରାଜ୍ୟରେ ବନ୍ଦ ହେବନି ସରକାରୀ ସ୍କୁଲ….
- ହସ୍ପିଟାଲରେ ଭର୍ତ୍ତି ହେଲେ ଏନସିପି ନେତା ଶରଦ ପାୱାର....
- ଗର୍ଭବତୀଙ୍କୁ ଖାକି ପାୱାର ଦେଖାଇବା ପଡିଲା ମହଙ୍ଗା…
- ଆଜି ରଙ୍ଗର ପର୍ବ ହୋଲି...
- ହୋଲିର ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ....
- ଆରପାରିରେ ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଡେନି...
#ArgusNews #Headlines #ArgusUpdateNews #Odisha