ପୁଣି ବାହାରିଲା କଂଗ୍ରେସର ପୁରୁଣା ଖୋଇ .....
Wed, Feb 10 | 1:15 p.m.
ପୁଣି ବାହାରିଲା କଂଗ୍ରେସର ପୁରୁଣା ଖୋଇ । ନେତୃତ୍ୱ ପରିବର୍ତ୍ତନ ପାଇଁ ରାଜଧାନୀ ସ୍ଥିତ ହୋଟେଲରେ ଏକାଠି ହୋଇଛନ୍ତି ନିରଞ୍ଜନ ବିରୋଧୀ ଗୋଷ୍ଠୀ । ପୂର୍ବତନ ବିଧାୟକ, ବରିଷ୍ଠ ନେତା, ମହିଳା, ଛାତ୍ର, ଯୁବ ନେତାଙ୍କ ସମେତ 30ରୁ ଉର୍ଦ୍ଧ୍ବ ନେତା କରୁଛନ୍ତି ବୈଠକ ....
#ArgusNews #Odisha #Congress
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News&rdquo