|| HEADLINES 10 AM ||
- ରାଉରକେଲାରେ ଚିକିତ୍ସା ଅବହେଳା ଯୋଗୁ ରୋଗୀ ମୃତ୍ୟୁ ଅଭିଯୋଗ...
- ରାଜ୍ୟରେ କରୋନା କାୟା... 24 ଘଣ୍ଟାରେ 8914 ସଂକ୍ରମିତ ଚିହ୍ନଟ...
- ଆଜିଠୁ ରାଜଧାନୀରେ 18 ବର୍ଷରୁ ଊର୍ଦ୍ଧ୍ୱଙ୍କୁ କୋଭିଡ ଟିକାକରଣ…
- କ୍ରମାଗତ ବଢ଼ୁଥିବା ସଂକ୍ରମଣ ବଢାଇଲା ରାଜ୍ୟ ସରକାରଙ୍କ ଚିନ୍ତା...
- ଜମିବାଡ଼ିକୁ କେନ୍ଦ୍ର କରି ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ...
- ଧାନ କଟାକୁ କେନ୍ଦ୍ର କରି ପୁଅକୁ ରଶିରେ ବାନ୍ଧିଲା ବାପା...
- ରାଜ୍ୟରେ କାଳବୈଶାଖୀ ଆଶଙ୍କା...
#ArgusNews #Odisha #Headlines