Headlines 2pm ||
- ତୈଳ ଦର ବୃଦ୍ଧି ସାମୟିକ, ପ୍ରତିକ୍ରିୟା ରଖିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
- ବାଲେଶ୍ବର ବାହାନଗାରେ ବୀଭତ୍ସ ହତ୍ୟା....
- ମଣ୍ଡି ସମସ୍ୟା ନେଇ ତାତିଲେ ଚାଷୀ...
- ପରୀ ପ୍ରସଙ୍ଗରେ ଅସଲ ଅପରାଧୀକୁ ଲୁଚାଇବାକୁ ହୋଇଛି ଷଡଯନ୍ତ୍ର...
- ଯାତ୍ରା କଳାକାରଙ୍କ ପାଇଁ ବାଚସ୍ପତିଙ୍କ ରୁଲିଂ...
- ରାଜଧାନୀରେ ପୁଣି ବ୍ଲାକ ପଲସର ଆତଙ୍କ...
- କଟକରୁ ପୁଣି ନକଲି ସିମେଣ୍ଟ କମ୍ପାନୀ ଠାବ...
- ଖୋଲିନପାରେ ସ୍କୁଲ...
- ମଙ୍ଗଳ ଅଭିଯାନରେ ନାସାକୁ ବଡ଼ ସଫଳତା...
#ArgusNews #Odisha #ArgusUpdateNews #UpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍