ହାଇକୋର୍ଟରେ ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମକୁ ଚ୍ୟାଲେଞ୍ଜ । ଅଧିନିୟମକୁ ଚ୍ୟାଲେଞ୍ଜ କରି ରିଟ ପିଟିସନ ଦାଖଲ କରିଛନ୍ତି ଜେଏନୟୁର ପୂର୍ବତ୍ତନ ପ୍ରଫେସର ଅଜିତ ମହାନ୍ତି । କୋର୍ଟ ଏହା ଉପରେ ବିଚାର କରି ନିର୍ଣ୍ଣୟ ଦିଅନ୍ତୁ ବୋଲି ସେ ପିଟିସନରେ ଉଲ୍ଲେଖ କରିଛନ୍ତି ...
#ArgusNews #University_Amendment_Act #HighCourt