ଅନୁଭବ-ବର୍ଷା ବିବାଦରେ କିଏ କହୁଛି ସତ । ଅନୁଭବଙ୍କ ବୟାନ ଓ ପିଟିସନରେ ଦେଖାଯାଉଛି ଭିନ୍ନତା । ସେପଟେ ପଟିଆଲା କୋର୍ଟରେ ହୋଇଥିବା ମାମଲାକୁ କଟକ ଆଣିବାକୁ ନେଇ ସୁପ୍ରିମକୋର୍ଟ ଯାଇପାରନ୍ତି ବର୍ଷା ପ୍ରିୟଦର୍ଶନୀ । ଅପରପକ୍ଷେ, ଆଜି କଟକ SDJM କୋର୍ଟରେ ମାମଲା ଅକ୍ଟୋବର 12 ଓ ଫାମିଲି କୋର୍ଟରେ ଅକ୍ଟୋବର 14ରେ ହେବ ମାମଲାର ଶୁଣାଣି । #ArgusNews #ArgusOdia #TheArgus #AnubhavVarshaControversy