ଭୁବନେଶ୍ୱର ମୁଣ୍ଡବୀହିନ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ଗିରଫ ହେଲେ 2 ଅଭିଯୁକ୍ତ ....
Thu, Feb 11 | 1:12 p.m.
ଭୁବନେଶ୍ୱରରେ ମୁଣ୍ଡବୀହିନ ମହିଳାଙ୍କ ମୃତଦେହ ମିଳିବା ଘଟଣା । ଗିରଫ ହେଲେ 2 ଅଭିଯୁକ୍ତ । ଅଭିଯୁକ୍ତକୁ ନେଇ ସିନ ରିକ୍ରିଏସନ ପାଇଁ ଘଟଣା ସ୍ଥଳକୁ ନେଲା ସ୍ପେଶାଲ ସ୍କାର୍ଡ । କେଉଁଠି, କିଭଳି ଭାବରେ ଏଭଳି ବିଭତ୍ସ ହତ୍ୟା କରାଯାଇଛି, ତାହାର ଖୁଲାସା କରିବେ ଅଭିଯୁକ୍ତ ....
#ArgusNews #UpdateNews #Bhubaneswar #Murder #Death #Arrest
ଅଧିକ ଖବର ପାଇ