HEADLINES 2PM
- ଦିନରେ ଜାରି ହୋଇପାରେ କର୍ଫ୍ୟୁ.... ସଙ୍କେତ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ....
- ରାଜ୍ୟରେ ଦୈନିକ ସଂକ୍ରମଣ 500 ଟପିଲା...
- ବର୍ଷା-ଅନୁଭବ ଛାଡପତ୍ର ମାମଲା....
- ସୁଧୁରିବା ବଦଳରେ ବଢୁଛି ଦୁର୍ନୀତି...
- ଝିଅ ଯୋଗାଇଲେ ରହିବ ଚାକିରି...
- ଯାଆଁଳା ଫାଣ୍ଡି ପରିସରରୁ ମହିଳାଙ୍କ କଙ୍କାଳ ଉଦ୍ଧାର ମାମଲା.....
- ବ୍ୟର୍ଥ ଯିବନି ସହିଦଙ୍କ ବଳିଦାନ.....
- ମୃତକକୁ ଜୀବିତ କରିବାକୁ ରାତିସାରା ପୂଜାପାଠ...
- ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଖସାପଡା ନୀତି...
#ArgusNews #Headlines