ପ୍ରତି ମିନିଟରେ 5 ସଂକ୍ରମିତ...ରାଜ୍ୟରେ ପ୍ଲାଟୋ ଷ୍ଟେଜରେ କୋରୋନା...
ଚିତ୍ର କହୁଛି, କୋଭିଡ୍ ପାଇଁ କେତେ ପ୍ରସ୍ତୁତ ରାଜ୍ୟ ସରକାର?...
ଅକ୍ସିଜେନ ସିଲିଣ୍ଡିରର କଳାବଜାରୀ...କୋରୋନା କୋପରେ ରାତାରାତି ଦୁଇଗୁଣ ହୋଇଯାଉଛି ଭାଉ...
ଟିକା ପାଇଁ ମାଇକ୍ରୋ ମ୍ୟାନେଜମେଣ୍ଟ୍ ପ୍ଲାନ୍...ମେ 1ରୁ ରାଜ୍ୟର 2 କୋଟି ଲୋକଙ୍କୁ ମାଗଣା ଭ୍ୟାକସିନ୍...
ମୁଖିଆଙ୍କ ନିର୍ଦ୍ଦେଶକୁ ମାନୁନାହାଁନ୍ତି ନିଜ ଦଳର ବିଧାୟକ...
କେନ୍ଦ୍ରାପଡାରେ ମୋଗଲ ଶାସନ...ମହାମାରୀ ସମୟରେ ନିଷ୍ଠୁର ହେଲା ପ୍ରଶାସନ...
ନାଗିନ୍ ଡ୍ୟାନ୍ସ ମାଷ୍ଟରଙ୍କୁ କିଏ ଦେଉଛି ସୁରକ୍ଷା?...
ଭାରତର ବଡ଼ କୂଟନୈତିକ ବିଜୟ...ମୋଦିଙ୍କ ରଣନୀତି ଆଗରେ ନଇଁଲା ଆମେରିକା...
ମହାମାରୀ ଲଢେଇରେ ସଂଜିବନୀ ଦେଲା ରାଉରକେଲା ଇସ୍ପାତ କାରଖନା ....
ଭକ୍ତଙ୍କ ପାଇଁ ବନ୍ଦ ହେଲା ଜଗାର ଦ୍ୱାର...ସ୍ୱର୍ଗଦ୍ୱାରରେ ପୁରୀ ବାହାର ଲୋକଙ୍କୁ ଶବଦାହ ମନା...
ଆକାଶରୁ ଖସୁଛି ନିଆଁ...ଆହୁରି 24 ଘଣ୍ଟା ପାଇଁ ସତର୍କ କରାଇଲା ପାଣିପାଗ କେନ୍ଦ୍ର...
#ArgusNews #Odisha #Headlines 7 PM