Sun, Feb 28 | 6:34 p.m.
କୃଷି ପ୍ରଧାନ ରାଜ୍ୟ ଆମ ଓଡିଶା । ଏଠି ଅନେକ କୃଷି ଭିତ୍ତିକ ପର୍ବପର୍ବାଣୀ ଦେଖିବାକୁ ମିଳେ । ନିକଟରେ ଏଭଳି ଏକ କୃଷି ଭିତ୍ତିକ ପର୍ବ ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଆଳି ଅଞ୍ଚଳରେ । ଗ୍ରାମବାସୀ ଏକାଠି ହୋଇ ସଂକୀର୍ତନ ,ହୋମ ଓ ଦେବ ନିମନ୍ତ୍ରଣ ପଟୁଆର ସହିତ ଅଗ୍ନି ଉତ୍ସବ ପାଳନ କରିଛନ୍ତି । ଅଗିଘରା ରେ ଅଗ୍ନି ଦେବତାଙ୍କୁ ଫଳମୂଳ ଡାଳ ପତ୍ର ଅର୍ପଣ କରି ଆଗାମୀ ବର୍ଷର ଫସ