Headlines 10am ||
- ଆଜି କରୋନା ଟିକାକରଣର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ...
- ରାଜ୍ୟରେ ପ୍ରଥମ ଦଫାରେ ଟୀକା ନେନେ 1 ଲକ୍ଷ 92 ହଜାର ସ୍ୱାସ୍ଥ୍ୟ କର୍ମୀ...
- ଆଜି ଦେଶବାସୀଙ୍କ ପାଇଁ ଖୁସିର ଦିନ ବୋଲି କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
- କମିଶନଙ୍କ କମିଶନ ଖୋର ନୀତି..
- ଖେଳ ହେଲା କାଳ...
- ବଲାଙ୍ଗିର ହାତୀଶାଳପଡ଼ାରେ ଦୁର୍ବୃତ୍ତଙ୍କ ଖଣ୍ଡା ଆକ୍ରମଣ...
- ନୟାଗଡ ନାବାଳିକା ହତ୍ୟା ମାମଲାରେ ଧରାପଡିଲା ରାଜ୍ୟ ସରକାରଙ୍କ ବଡ ମିଛ...
- ଡିଜିପିଙ୍କ ମୁହଁରେ ମିଛ କୁହାଇଲେ ସରକାର....
- ମନ୍ତ୍ରୀ ପ୍ରତାପ ଜେନାଙ୍କ ସୁରକ୍ଷା କବଚ କିଏ ?....
#ArgusNews #Headlines #ArgusUpdateNews #UpdateNews
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍