Headlines 1pm ||
- ରାଜ୍ୟରେ ମଣ୍ଡି ସମସ୍ୟା କଥା ମାନିଲେ ମନ୍ତ୍ରୀ ସୁଶାନ୍ତ ସିଂହ...
- ବଲାଙ୍ଗିର ରାଜେନ୍ଦ୍ର ୟୁନିଭର୍ସିଟିରେ ପ୍ଲାଟିନମ୍ ଜୁବଲି ଗେଟ ଭଙ୍ଗାରୁଜା...
- କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ...
- ଭୁବନେଶ୍ୱରରୁ ପୁଣି ବ୍ରାଉନସୁଗର ଜବତ...
- ଆନ୍ଧ୍ର ଓଡ଼ିଶା ସୀମା ବିବାଦ...
- ଓଲଟିଲା ବରଯାତ୍ରୀ ଅଟୋ....
- ଘର ଅଗଣାରେ ମହିଳାଙ୍କୁ କଚାଡି ମାରିଲା ଦନ୍ତା....
- ଆସନ୍ତାକାଲିଠୁ ବିଧାନସଭା ବଜେଟ ଅଧିବେଶନ....
- ପରୀ ଚାର୍ଜସିଟ କିଏ କଲା ଭାଇରାଲ ?...
#ArgusNews #Odisha #ArgusUpdateNews #UpdateNews #Headlines
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍