|| HEADLINES 6PM ||
- ପୂରା ରାଜ୍ୟରେ ଦିନ 2ଟା ପରେ ଦୋକାନ ବନ୍ଦ....
- ରାଜ୍ୟରେ ଅକ୍ସିଜେନ, ରେମଡେସିଭିର ନାହିଁ ଅଭାବ....
- କାଲିଠୁ ନନ୍ଦନକାନନ ବନ୍ଦ....
- ରାଜ୍ୟରେ ସଂକ୍ରମଣର ସାଙ୍ଘାତିକ ଚିତ୍ର…
- ପୋଲିସ ହେପାଜତରେ ଦୁର୍ଦ୍ଦାନ୍ତ ଅପରାଧୀ ଶେଖ ବାବୁ....
- କୋରୋନା ରୋଗୀଙ୍କ ସେବାରେ ଶଶାଙ୍କ...
- () ଜଳୁଛି ଆଭ୍ୟନ୍ତରୀଣ ଓଡିଶା.... 40 ଡିଗ୍ରୀ ଉପରେ 5 ଜିଲ୍ଲା... 43.1 ଡିଗ୍ରୀ ସହ ସୋନପୁର ସବୁଠୁ ଉତପ୍ତ...
#ArgusNews #Headlines #Odisha