|| HEADLINES 10 AM ||
- ରାଜ୍ୟରେ 10 ହଜାର ପାର କଲା ସଂକ୍ରମଣ...
- ତାଳଚେର MCL ହସ୍ପିଟାଲ ହେଲା କୋଭିଡ଼ ହସ୍ପିଟାଲ...
- ଆଜିଠୁ ଦେଶରେ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ...
- କରୋନା ସଂକ୍ରମଣକୁ ଚେକ୍ ଦେବାକୁ ପଦକ୍ଷେପ...
- କୋରାପୁଟ ସୁନାବେଡ଼ା ହାଲ ପରିସରରେ ମହିଳାଙ୍କ ଆତ୍ମହତ୍ୟା ଘଟଣା...
- ଗଞ୍ଜାମ ସୋରଡା କଇଠପଲ୍ଲୀରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଉତ୍ତେଜନା...
- ଭଦ୍ରକରେ ରାଣୀତାଲ ବଜାରରେ ଭୟାବହ ଅଗ୍ନିକାଣ୍ଡ...
- କାଳବୈଶାଖୀ ପ୍ରଭାବ... ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା...
- ଆଇପିଏଲ ମହାସମର... ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପରକିଙ୍ଗ୍ସ ମୁକାବିଲା...
#ArgusNews #Odisha #Headlines