Thu, Feb 11 | 6:04 p.m.
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଚାଲିଛି ନିମ୍ନମାନର କାର୍ଯ୍ୟ
ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ଚାଲିଛି ନିମ୍ନମାନର କାର୍ଯ୍ୟ। ବିଶ୍ୱବିଦ୍ୟାଳୟ ପାଇଁ ନିର୍ମାଣ ହେଉଥିବା ଲାଇବ୍ରେରୀ, ଏକାଡେମିକ ବ୍ଲକ ଓ ଛାତ୍ରୀନିବାସର ନୂତନ ବିଲ୍ଡିଂରେ ନିମ୍ନମାନର କାର୍ଯ୍ୟ ହେଉଛି ବୋଲି ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ। ଏହାକୁ ନିର୍ମାଣ କରିବା ପାଇଁ ସରକାର 4 କୋଟି ଟଙ୍କା ଦେଇଥିବ