#ଟି_୨୦_ବିଶ୍ବକପ_ଟାଇଟଲ_ପାଇଁ_ମହାଲଢେଇ
#ଆସନ୍ତା_କାଲି_ମୁହାଁମୁହିଁ_ହେବେ_ଇଂଲଣ୍ଡ_ଓ_ପାକିସ୍ତାନ
#୩୦ବର୍ଷ_ପରେ_ପୁଣି_ଥରେ_ମୁହାଁମୁହିଁ_ହେବେ_ଦୁଇ_ଦଳ
ଆସନ୍ତା କାଲି ଟି-୨୦ କ୍ରିକେଟ ବିଶ୍ବକପ ଫାଇନାଲରେ ମୁହାଁମୁହିଁ ହେବେ ଇଂଲଣ୍ଡ ଓ ପାକିସ୍ତାନ । ଆସନ୍ତା କାଲି ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବେ ମୁହାଁମୁହିଁ । ୩୦ବର୍ଷ ପରେ ଉଭୟ ଦଳ ବିଶ୍ବକପ ଫାଇନାଲରେ ପରସ୍ପରକୁ ଭେଟିବେ ।
#england #Pakistan #T20WC2022 #FinalMatch #ArgusNews