ବିଶ୍ୱ ଦେଖିବ ଭୟଙ୍କର ଡିଜେଲ ସଙ୍କଟ । ଠପ୍ ହୋଇପାରେ ବିଶ୍ୱ ଅର୍ଥବ୍ୟବସ୍ଥା । ଆଗାମୀ 6 ମାସରେ ପୃଥିବୀର ପ୍ରାୟ ସମସ୍ତ ପ୍ରାନ୍ତରେ ଦେଖାଦେବ ଭୟଙ୍କର ଡିଜେଲ ସଙ୍କଟ । ଯୋଗାଣ ହ୍ରାସ ଯୋଗୁଁ ଏଭଳି ଏକ ସମସ୍ୟା ମୁଣ୍ଡ ଟେକୁଛି । ଯାହାକି ପ୍ରାୟ ସବୁ କ୍ଷେତ୍ରକୁ ଛୁଇଁବ ।
#world #diesel #price #heavy #ArgusNews