କୃଷ୍ଣ ପ୍ରେମରେ ବାଇ ହୋଇଛନ୍ତି ଋଷର ଜଣେ ମହିଳା। ସେ କହିଛନ୍ତି କୃଷ୍ଣଙ୍କ ଭକ୍ତିରେ ନିଜକୁ ସମର୍ପଣ କରିଲା ପରେ ମୋତେ ମୁକ୍ତି ମିଳିଛି। ସେ ହିଁ ମୋ ଶରଣର ପଥ। ମୋ ଜୀବନର କଷ୍ଟ ମୋ ପ୍ରଭୁ କୃଷ୍ଣ ଲାଘବ କରିଛନ୍ତି। ବର୍ତ୍ତମାନ ସୋସିଆଲ ମିଡିଆରେ ଋଷର ଏହି କୃଷ୍ଣ ଭକ୍ତ ମହିଳାଙ୍କ କାହାଣୀ ଖୁବ ଭାଇରାଲ ହେବାରେ ଲାଗିଛି। ତାଙ୍କର ନାମ ହେଲା ସ୍ୱେତଲାନା ଓଚିଲବା।
#russian #women #God #ArgusNews