ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଓ ଟ୍ୱିଟରର ନୂଆ ନୂଆ ମାଲିକ ଏଲନ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର ଦେବାଳିଆ ହୋଇଯିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ ଟ୍ୱିଟରରୁ ଯେଭଳି ଭାବେ ଲଗାତାର ଭାବେ ଅଧିକାରୀ ମାନେ ଇସ୍ତଫା ଦେଉଛନ୍ତି ସେଥିରୁ କମ୍ପାନୀ ଦେବାଳିଆ ହେବାର ଆଶଙ୍କାକୁ ଅସ୍ୱୀକାର କରାଯାଇ ପାରିବ ନାହିଁ। ସେ ଟ୍ୱିଟରର କର୍ମଚାରୀ ମାନଙ୍କୁ ଏହା କହିଛନ୍ତି ।
#elonmusk #Twitter #workers #Duty #ArgusNews