ଚୀନ ସରକାରଙ୍କ ଜିରୋ କୋଭିଡ୍ ନୀତି ବିରୁଦ୍ଧରେ ସେଠାକାର ଲୋକ ମାନେ ତାତିଲେଣି । ସାଧାରଣ ଭାବେ କମ୍ୟୁନିଷ୍ଟ ଶାସନରେ କେହି କେବେ ସରକାର ବିରୋଧରେ ପ୍ରଦର୍ଶନ କିମ୍ବା ଆନ୍ଦୋଳନ କରି ନ ଥାନ୍ତି । ହେଲେ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ଏତେ ବୃଦ୍ଧି ପାଇ ସାରିଲାଣି ଯେ ସେମାନେ କମ୍ୟୁନିଷ୍ଟ ସରକାରର ଦମନ ଲୀଳା ସତ୍ୱେ ମଧ୍ୟ ଆନ୍ଦୋଳନ ପାଇଁ ରାଜରାସ୍ତାରେ ଓହ୍ଲାଉଥିବା ଦେଖିବାକୁ ମିଳିଛି ।
#China #Covid19 #Protests #ArgusNews