କୋଭିଡ୍ର କମ୍ ବ୍ୟାକ୍ କୁ ନେଇ ସଜାଗ ହେଉଛି ଦେଶ। ପ୍ରତି ରାଜ୍ୟମାନଙ୍କୁ ସଚେତନ ଆଉ ସଜାଗ ରହି କୋଭିଡ୍ ନିୟମ ପାଳିବାକୁ ମଧ୍ୟ କେନ୍ଦ୍ରରୁ ନିର୍ଦ୍ଦେଶ ଆସି ସାରିଲାଣି। ସଂକ୍ରମଣ କାଳେ ବଢିଯିବ ସେଥିପାଇଁ କୋଭିଡ୍ କଟକଣା ପୁଣି ଲାଗୁ ହେବାକୁ ଯାଉଛି। ମହାମାରୀ କୋରାନାକୁ ପୂର୍ବରୁ ସମ୍ମୂର୍ଣ୍ଣ ଭାବେ ଟକ୍କର ଦେବାରେ ସଫଳ ହୋଇଥିଲା ଭାରତ ।
#China #covid19 #coronavirus #OmicronBF7 #ArgusNews