#ଜଗତସିଂହପୁର_ବିଜେଡିରେ_ବିଦ୍ରୋହ
#ବିଧାୟକ_ପ୍ରଶାନ୍ତ_ମୁଦୁଲିଙ୍କ_ଗୋଷ୍ଠିଙ୍କ_ମଧ୍ୟରେ_ଛକାପଞ୍ଛା
ବନ୍ଧୁମିଳନ ନାଁରେ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଯୁଦ୍ଧଂ ଦେହି ଡାକରା । ଧାମନଗରରେ ରାଜୁ ଦାସ ଭଳି ଜଗତସିଂହପୁରରେ ବି ଅମରେନ୍ଦ୍ର ଦାସ ଉଭା । ସିଧାସିଧା ପ୍ରଶାନ୍ତ ମୁଦୁଲିଙ୍କୁ ଜଗତସିଂହପୁରରୁ ବିଦା କରିବାକୁ ଆହ୍ୱାନ । ଆଉ କେମିତି ପିସି ନେଇ ଖୋଦ୍ ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଦଳୀୟ କର୍ମୀଙ୍କୁ ଅଣଦେଖା କରୁଛନ୍ତି ଶୁଣନ୍ତୁ ।
#Jagatsinghpur #bjd #protest #issues #Odisha #ArgusNews