ଜାପାନରେ ଦିନକୁ ଦିନ ଜନସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯାହା ଆଗକୁ ଅର୍ଥନୀତି ଓ ସାମାଜିକ ନିରାପତ୍ତା ଉପରେ ବିପଦ ବୋଲି ପ୍ରଧାନମନ୍ତ୍ରୀ ଫୁମିଓ କିଶିଡାଙ୍କ ପରାମର୍ଶଦାତା ମାସାକୋ ମୋରି ମତ ଦେଇଛନ୍ତି । ସେ କହିଛନ୍ତି ଯଦି ଏହିଭଳି ଭାବେ ଜନ୍ମହାର ହ୍ରାସପାଏ, ତେବେ ଦେଶଦିନେ ଲୋପ ପାଇଯିବ ।
#japan #population #Birth #children #ArgusNews