ଆମେରିକାରେ କରୋନା ଭାଇରସ ସହିତ ଏବେ ଅସହ୍ୟ ଥଣ୍ଡା ଲୋକଙ୍କ ଜୀବନକୁ ବ୍ୟତିବ୍ୟସ୍ତ କରି ଦେଇଛି । ହାଡ ଭଙ୍ଗା ଶୀତରେ ଆମେରିକାରେ ଲୋକମାନେ ଥରୁଛନ୍ତି । ଭାରୀ ବରଫପାତ ଓ ତାପମାତ୍ରା ଖୁବ ହ୍ରାସ ପାଇବା କାରଣରୁ ଆମେରିକାରେ ଅନେକ ସ୍ଥାନରେ ବିମାନ ସେବାକୁ ରଦ୍ଦ କରି ଦିଆଯାଇଛି ।
#america #snowstorm #freezing #conditions #ArgusNews