#ବିଦେଶରେ_ମିଳୁଛି_ଓଡ଼ିଶାର_ସ୍ବାଦିଷ୍ଟ_ଖାଇବା
ଦୁବାଇରେ ଦହିବରା । ଖାଲି ଦହିବରା ନୁହେଁ, ଫେଣି, ମାଲପୁଅ, ପୁରୀ, ଚାଟ୍ ଆଉ ଆଳୁଚପ୍ ବି । ସବୁ ଏଇଠି ଏକାଠି ହେଇଛନ୍ତି ଆପଣଙ୍କ ପାଟି ଓଦା କରିବାକୁ। ଚାଟ୍ କଡେଇରେ ଟକମକ୍ ହୋଇ ଫୁଟୁଛି ପାଣି। ପାଖରେ ଥୁଆ ହୋଇଛି ଲଙ୍କାଗୁଣ୍ଡ, ଜିରାଗୁଣ୍ଡ ଆଉ ଭଳି ଭଳିକା ସସ୍ ।
#dubai #odishafood #dahibara #Odisha #ArgusNews