#ପ୍ରେମିକ_ପ୍ରେମିକା_ନ_ମିଳିଲେ_ବ୍ଲାକ୍_ଡେ
#ବ୍ଲାକ୍_ନୁଡୁଲ୍ସ_ଖାଇ_ପାଳନ_କରାଯାଏ_ବ୍ଲାକ୍_ଡେ
#ଦକ୍ଷିଣ_କୋରିଆରେ_ଭାଲେଣ୍ଟାଇନ_ଡେ_ପରିବର୍ତ୍ତେ_ବ୍ଲାକ୍_ଡେ
ଚାଲିଛି ପ୍ରେମ ସପ୍ତାହ। ଫେବୃୟାରୀ ମାସକୁ ପ୍ରେମ ପାଇଁ ଉତ୍ସର୍ଗ କରାଯାଇଛି। ପ୍ରେମି ଯୁଗଳମାନେ ଫେବୃଆରୀ ୭ ରୁ ୧୪ ମଧ୍ୟରେ ଆସୁଥିବା ପ୍ରତ୍ୟେକ ଦିନକୁ ପାଳିଥାନ୍ତି ।
#southkorea #valandasdayweek #celebrate #blackdays #ArgusNews