ଆଜି ଆଡିଲେଡରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଗତ କାଲି ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସେମିଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଆଜି ରୋହିତ ବାହିନୀ ଓ ବଟଲର୍ ବାହିନୀଙ୍କ ମଧ୍ୟରେ ହେବ ସେମି ଲଢେଇ ।
#india #england #t20match #worldcup #ArgusNews