ଗୋଟିଏ ବର୍ଷ ହେଲାଣି ଚାଲିଛି ରୁଷ୍- ୟୁକ୍ରେନ ଯୁଦ୍ଧ। ଏହି ଯୁଦ୍ଧରେ ୟୁକ୍ରେନ୍ ଆଉ ରୁଷ୍ ରେ ଅନେକ ଧନ ଜୀବନ ହାନି ଘଟିଲାଣି। ଏକ ରିପୋର୍ଟ ଅନୁଯାୟି, ଏହି ଯୁଦ୍ଧରେ ଅଧିକ ସୈନ୍ୟ ରୁଷ୍ର ମରିଛନ୍ତି। ତେବେ ଏହି ରିପୋର୍ଟ ପ୍ରକାଶ କରିଛି ୟୁକ୍ରେନ୍। ଗତବର୍ଷ ଫେବୃଆରୀ ୨୪ରେ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ରୁଷ୍।
#russia #ukraine #war #ArgusNews